ମହିଳାଙ୍କୁ ତ୍ୱରିତ ନ୍ୟାୟ ଦେଉଛୁ: ପୃଥ୍ୱୀରାଜ

ଭୁବନେଶ୍ୱର: ଧଉଳିରେ ଗଣଦୁଷ୍କର୍ମ ମାମଲା ନେଇ ଆଇନ ମନ୍ତ୍ରୀଙ୍କ କଡା ଆଭିମୁଖ୍ୟ। ମନ୍ତ୍ରୀ କହିଛନ୍ତି ଯେ କୌଣସି ବି ଅପରାଧକୁ ଗୁରୁତର ସହ ବିଚାର କରି କାର୍ଯ୍ୟାନୁଷ୍ଠାନ ହୋଉଛି। ବିଶେଷ କରି ମହିଳା ସଂକ୍ରାନ୍ତୀୟ ଅପରାଧ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି। ସବୁ ମାଲାରେ ଯଥାର୍ଥ ପଦକ୍ଷେପ ନେବା ସହ ଗିରଫଦାରୀ ହୋଇଛି। ଧଉଳି ଘଟଣାରେ ବି ସରକାର ଉଚିତ ପଦକ୍ଷେପ ନେବେ। ସରକାର ଫାଷ୍ଟ ଟ୍ରାକ୍ ମହିଳା କୋର୍ଟ ବାବଦରେ ଚିନ୍ତା କରୁଛନ୍ତି। ମହିଳାଙ୍କୁ ତ୍ୱରିତ ନ୍ୟାୟ … Continue reading ମହିଳାଙ୍କୁ ତ୍ୱରିତ ନ୍ୟାୟ ଦେଉଛୁ: ପୃଥ୍ୱୀରାଜ