ଆମ ବିଭୀଷଣଙ୍କୁ ଖୋଜୁଛୁ: ଭକ୍ତ ଦାସ
ଭୁବନେଶ୍ୱର: ନୂଆପଡା ପରାଜୟ ପରେ ଶତ୍ରୁ ଗୃହ ବିଭୀଷଣ କଥା ଉଠାଇଲେ ଭକ୍ତ ଦାସ । କହିଲେ ଆମ ଦଳର ବିଭୀଷଣଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଆତ୍ମସମୀକ୍ଷା ପରେ ବିଭୀଷଣଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ସରକାରୀ କଳ, ଅର୍ଥବଳ ବ୍ୟବହାର ପରେ ବି ୪୦ ହଜାର ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲୁ । ତଥାପି ଦଳ ପ୍ରତ୍ୟେକ କ୍ଷେତ୍ରକୁ ଆତ୍ମସମୀକ୍ଷା କରିବ । ସୂଚନାଯୋଗ୍ୟ, ନୂଆପଡା ଉପନିର୍ବାଚନ ପାଇଁ ନଭେମ୍ବର … Continue reading ଆମ ବିଭୀଷଣଙ୍କୁ ଖୋଜୁଛୁ: ଭକ୍ତ ଦାସ
Copy and paste this URL into your WordPress site to embed
Copy and paste this code into your site to embed