ତରଭୁଜ ମଞ୍ଜି ବି ଶରୀରକୁ ଦେଇଥାଏ ଅନେକ ଫାଇଦା

ନୂଆଦିଲ୍ଲୀ : ତରଭୁଜ କାହାକୁ ବା ଭଲ ନ ଲାଗେ? ପଟିକୁ ସୁଆଦିଆ ଲାଗିବା ସହ ଏହା ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଖରା ଦିନେ ତରଭୁଜର ଚାହିଦା ବଜାରରେ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ। ଏହାକୁ ଖାଇବା ଦ୍ବାରା ଶରୀରରେ ଜଳୀୟ ଅଂଶ ସଠିକ ଭାବରେ ରହିବା ସହ ଏହା ଶରୀରକୁ ଖରା ଦାଉରୁ ରକ୍ଷା କରିଥାଏ। ଏଥିରେ ୯୨ ଭାଗ ପାଣି ରହିଥାଏ। ତେଣୁ ଖରାଦିନେ ଏହା ଏକ ଉତ୍ତମ ଖାଦ୍ୟ ଅଟେ। … Continue reading ତରଭୁଜ ମଞ୍ଜି ବି ଶରୀରକୁ ଦେଇଥାଏ ଅନେକ ଫାଇଦା