ଦୀର୍ଘ ଦିନ ଧରି ଲାଗିରହିଛି ପାଣି ସମସ୍ୟା

କୋରାପୁଟ : କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ପେଟୁରୁ ପଂଚାୟତ ଅଧୀନରେ ଥିବା ଗ୍ରାମ କାନ୍ଦିଲି ଠାରେ ଦୀର୍ଘ ଦିନ ଧରି ପାଣି ସମସ୍ୟା ଦେଖାଦେଇଛି । କିଛି ଦିନ ପୂର୍ବେ ନୂଆ ପାଣି ଟାଙ୍କି ପ୍ରକଳ୍ପ ହାଇଥିବା ବେଳେ ଗ୍ରାମର ତଳ ସାହି ଏବଂ ଉପର ସାହିରେ ଆଦିବାସୀ ହରିଜନ ଏକ ହଜାରରୁ ଉର୍ଦ୍ଧ ବାସ କରୁଥିବା ବେଳେ ଉପର ସହିକୁ ପାଣି ଯାଉନଥିବା ଅଭିଯୋଗ ହଇଛି । ପାହାଡ଼ରୁ ଝରୁ ଥିବା ପାଣିରେ ସାହି ବାସି ନିର୍ଭର କରୁଛନ୍ତି । ଖରା ଦିନ ଆସିଲେ ସମସ୍ୟା ବଡୁଛି । ଏଥିପ୍ରତି R.W. S. S ଭିଭାଗ ଦୃଷ୍ଟି ଦେଇ ମରାମତି ପାଇଁ ଅଞ୍ଚଳ ବାସି ଦାବି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here