14.1 C
Bhubaneswar
Monday, December 8, 2025
Homeଓଡିଶାଜଳସ୍ତର ବଢିବ; ବନ୍ୟା ହେବନି: ଚନ୍ଦ୍ରଶେଖର ପାଢୀ

ଜଳସ୍ତର ବଢିବ; ବନ୍ୟା ହେବନି: ଚନ୍ଦ୍ରଶେଖର ପାଢୀ

ଭୁବନେଶ୍ୱର: ରାଜ୍ୟରେ  ସମ୍ଭାବନା  ବନ୍ୟା ପରିସ୍ଥିତି । ଏନେଇ ଜଳ ସମ୍ପଦ ମୁଖ୍ୟଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ସୂଚନା ଦେଇଛନ୍ତି । ଉପରମୁଣ୍ଡରେ  ବର୍ଷା ଯୋଗୁଁ ହୀରାକୁଦରେ ଗେଟ ଖୋଲିବ ।  ହୀରାକୁଦର ଆଉ ୪ଟି ଗେଟ ଖୋଲାଯିବ ।  ମୋଟ ୨୦ଟି ଗେଟ ଦେଇ ଜଳ ନିଷ୍କାସିତ ହେବ । ୩ ଲକ୍ଷ ୬୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେବ । ଆସନ୍ତାକାଲି ମୁଣ୍ଡଳିରେ ୬ ଲକ୍ଷ କ୍ୟୁସେକ  ଜଳ ପ୍ରବାହିତ ହେବ । ସକାଳ ୮ଟାରୁ ଦିନ ୧୧ଟା ମଧ୍ୟରେ   ୬ ଲକ୍ଷ କ୍ୟୁସେକ ଜଳ ବୋହିବ । ଶାଖା ନଦୀଗୁଡିକ ଜଳସ୍ତର ବଢିବ । କିନ୍ତୁ ବନ୍ୟା ସ୍ଥିତି ଦେଖିବାକୁ ମିଳିବ ନାହିଁ । ବର୍ଷା କମିଥିବାରୁ ବନ୍ୟା ସ୍ଥିତି କମିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking