ରାଜନୈତିକ ଦଲାଲ କେବେ ନଥିଲେ କି : ପାଟ୍ଟଶାଣୀ
ଭୁବନେଶ୍ୱର : ସୌମ୍ୟଙ୍କ ଆଲେଖ୍ୟକୁ ନେଇ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ଙ୍କ ମନ୍ତବ୍ୟ | ରାଜନୈତିକ ଦଲାଲ କେବେ ନଥିଲେ କି ପ୍ରଶ୍ନ କଲେ ପାଟ୍ଟଶାଣୀ | ରାଜନୈତିକ ଦଲାଲ କେବେ ନଥିଲେ ଯେ ଏବେ ନୂଆ ହୋଇଗଲେ | ଯେ ଲେଖିଛନ୍ତି ସେ ଜାଣିଥିବେ କାହା ପାଇଁ କହିଛନ୍ତି ବୋଲି କହିଲେ ପାଟ୍ଟଶାଣୀ | ଦଳର ମୁଖ୍ୟ ତ ମୋତେ କିଛି କହିନାହାନ୍ତି – ସୌମ୍ୟ
Copy and paste this URL into your WordPress site to embed
Copy and paste this code into your site to embed