31.1 C
Bhubaneswar
Friday, March 29, 2024
Homeଓଡିଶାବାରିପଦାରେ ଓ୍ବାକାଥନ୍ କାର୍ଯ୍ୟକ୍ରମ

ବାରିପଦାରେ ଓ୍ବାକାଥନ୍ କାର୍ଯ୍ୟକ୍ରମ

ମୟୂରଭଞ୍ଜ : ପ୍ରାକୃତିକ ଶକ୍ତି ସଞ୍ଚୟର ଉଦ୍ଧେଶ୍ୟ ଏବଂ ଆବଶ୍ୟକତା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆୟୋଜିତ ହୋଇଯାଇଛି ବିଶାଳ ପଦଯାତ୍ରା । ରାଷ୍ଟ୍ରୀୟ ତୈଳ ଏବଂ ଇନ୍ଧନ ଗ୍ୟାସ କମ୍ପାନୀ ମାନଙ୍କ ସହାୟତାରେ ଏହିଁ ପଦଯାତ୍ରାର ଆୟୋଜନ କରାଯାଇଥିଲା । ଏଥିରେ ସହର ତଥା ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକମାନେ ସାମିଲ ହୋଇଥିଲେ ।

ତେବେ ଏହି ପଦଯାତ୍ରା କାର୍ଯ୍ୟକ୍ରମ ବାରିପଦା ଷ୍ଟାଡିୟମ ନିକଟରୁ ଆରମ୍ଭ ହୋଇ ସହର ପରିକ୍ରମା କରି ପୁଣି ସେହି ସ୍ଥାନରେ ପହଞ୍ଚି ଥିଲା । ମହତ ଉଦ୍ଧେଶ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ବାରିପଦା ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ସୋରେନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ତେବେ ବର୍ତ୍ତମାନର ପରିସ୍ଥିତିରେ ଦିନକୁଦିନ ବୃଦ୍ଧି ପାଉଥିବା ପ୍ରଦୂଷଣ ରୋକିବା ପାଇଁ ତୈଳ ଏବଂ ଗ୍ୟାସ ଭଳି ପ୍ରାକୃତିକ ଶକ୍ତିକୁ ସଞୟ କରିବାର ଉଦ୍ଦେଶ୍ୟ ଏବଂ ଆବଶ୍ୟକତା ରଖି ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ।

https://onakhabar.com/2020/02/02/run-for-education-and-women-protection/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking