ଭିଆରଏସ୍ ନେବେ ଆଇପିଏସ୍ ପ୍ରଦୀପ କାପୁର

ଭୁବନେଶ୍ୱର: ୧୯୮୬ ବ୍ୟାଚର ଓଡ଼ିଶା କ୍ୟାଡର ବରିଷ୍ଠ ଆଇପିଏସ୍ ପ୍ରଦୀପ କାପୁରଙ୍କୁ ଭିଆରଏସ୍ ପାଇଁ ଅନୁମତି ମିଳିଛି । ସେ ଆଗୁଆ ଅବସର ନେବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଥିଲେ । ତାଙ୍କର ଏହି ଆବେଦନକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ସେ ଆସନ୍ତା ନଭେମ୍ବର ୩୦ରେ ଅବସର ନେବେ । କାପୁର ବର୍ତ୍ତମାନ ନୂଆଦିଲ୍ଲୀରେ ଜାତୀୟ ବୈଷୟିକ ଗବେଷଣା ସଂଗଠନ(ଏନଟିଆରଓ)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ । ୨୦୧୫ ଅକ୍ଟୋବରରୁ କାପୁର … Continue reading ଭିଆରଏସ୍ ନେବେ ଆଇପିଏସ୍ ପ୍ରଦୀପ କାପୁର