43 C
Bhubaneswar
Tuesday, April 16, 2024
Homeଓଡିଶାଯାଜପୁର.ଜିଲାରେ ଭୋଟର ସଚେତନତା ରଥ ଗଡ଼ିଲା

ଯାଜପୁର.ଜିଲାରେ ଭୋଟର ସଚେତନତା ରଥ ଗଡ଼ିଲା

ଯାଜପୁର : ଯାଜପୁର ଜିଲ୍ଲାର ଭୋଟର ମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପରିକ୍ରମା କରୁଛି ଭୋଟର ସଚେତନତା ରଥ । ନିଜ ନିଜ ମତଦାନ କେନ୍ଦ୍ରରେ ନିଜର ତଥ୍ୟ ତନଖି କରିନେବାକୁ ସମସ୍ତ ଭୋଟରମାନଙ୍କୁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ଏହି ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ଶ୍ରୀ ନାରାୟଣ ଚନ୍ଦ୍ର ଧଳ ଓ ଡେପୁଟି କଲେକ୍ଟର ପ୍ରଜ୍ଞା ହୋତା ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ଠାରୁ ଶୁଭାରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking