ଭୋଟ ଦେଲେ ପି ଚିଦାମ୍ବରମ୍

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପ୍ରଥମ ପର୍ୟ୍ୟାୟ ମତଦାନ ଆରମ୍ଭ ହୋଇଛି । ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ । ୧୦୨ ଆସନରେ ମତଦାନ ଚାଲିଥିବା ବେଳେ ଭୋଟ ଦେଇ ୧୬ଶହରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଆଜି ସକାଳୁ ସକାଳୁ ତାମିଲନାଡୁର ଶିବଗଙ୍ଗାର ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ । ମତଦାନ କରିବା ପରେ … Continue reading ଭୋଟ ଦେଲେ ପି ଚିଦାମ୍ବରମ୍