34.1 C
Bhubaneswar
Friday, March 29, 2024
Homeଓଡିଶାବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡ଼ି ଆଗୁଆ

ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡ଼ି ଆଗୁଆ

ବାଲେଶ୍ୱର: ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲରେ ଚାଲିଛି ଭୋଟ ଗଣତି ।ବାଲେଶ୍ୱରରେ ୨ୟ ରାଉଣ୍ଡ ଭୋଟ ଶେଷ ସୁଦ୍ଧା ବିଜେଡ଼ି ୧୦୫୮ ଭୋଟରେ ଆଗୁଆ ଅଛି । ଓ ତିର୍ତ୍ତୋଲରେ ୪ର୍ଥ ରାଉଣ୍ଡ ଭୋଟ ଗଣତି ଶେଷ ହେବାସୁଦ୍ଧା ବିଜେଡ଼ି ୫୬୨୬ ଭୋଟରେ ଆଗୁଆ ରହିଛି । ତିର୍ତ୍ତୋଲରେ ୬ଷ୍ଠ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି। ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାଶ ବିଜେପି ଠାରୁ ଆଗରେ ରହିଛନ୍ତି । ଅନ୍ୟପଟେ ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା କଂଗ୍ରେସକୁ ୩, ୯୯୯ ଭୋଟ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking