ନୂଆଦିଲ୍ଲୀ : ଥମୁନି ମଣିପୁର ହିଂସା। ନିୟମିତ ଅନ୍ତରରେ ରାଜ୍ୟରେ ହିଂସାକାଣ୍ଡ ଘଟି ଧନ, ଜୀବନ ହାନି ଘଟୁଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ପଦକ୍ଷେପ ବିଫଳ ହେବାରେ ଲାଗିଛି। ଏହି କ୍ରମରେ ଶୁକ୍ରବାର ପୁଣି ହିଂସାକାଣ୍ଡ ଘଟି ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୬୭ବର୍ଷର ବୃଦ୍ଧା ଅଛନ୍ତି। ପଶ୍ଚିମ ଇମ୍ଫାଲ ଜିଲାର କାଙ୍ଗକପୋକପି ଅଞ୍ଚଳରେ ହିଂସାକାରୀମାନେ ସେନା ଓ ପୁଲିସ ପୋଷାକରେ ଆସି ଆକ୍ରମଣ କରିଛନ୍ତି। ସ୍ବଦେଶୀ … Continue reading ମଣିପୁରରେ ପୁଣି ହିଂସା, ୩ ମୃତ
Copy and paste this URL into your WordPress site to embed
Copy and paste this code into your site to embed