ଶାଳୀକୁ ଅସଦାଚାରଣ କରି ଭିଣୋଇ ଗିରଫ

ଭୁବନେଶ୍ୱର: ଘର ଲୋକେ ନଥିବାର ସୁଯୋଗ ନେଇ ଶାଳୀକୁ ଅସଦାଚରଣ କରିବା ସହ ମରଣାନ୍ତକ ଆକ୍ରମଣ କରିବା ମହଙ୍ଗା ପଡିଲା ଭିଣୋଇକୁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଲ୍ଲୀ ଥାନା ଅଞ୍ଚଳରେ । ଶାଳୀଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଭିଣୋଇକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲା ନୂଆପଲ୍ଲୀ ଥାନା ବନଦୁର୍ଗା ମନ୍ଦିର ନିକଟ ପ୍ଲଟ ନମ୍ବର ୩୦୩/୩ରେ … Continue reading ଶାଳୀକୁ ଅସଦାଚାରଣ କରି ଭିଣୋଇ ଗିରଫ