34.1 C
Bhubaneswar
Thursday, April 25, 2024
Homeଓଡିଶାକେସିଙ୍ଗା ରେଳ ଫାଟକ ରେ ଭୂତଳ ବ୍ରିଜ ନିର୍ମାଣ ଦାବିରେ ଆଜି ୧୬ ଘଣ୍ଟିଆ କେସିଙ୍ଗା...

କେସିଙ୍ଗା ରେଳ ଫାଟକ ରେ ଭୂତଳ ବ୍ରିଜ ନିର୍ମାଣ ଦାବିରେ ଆଜି ୧୬ ଘଣ୍ଟିଆ କେସିଙ୍ଗା ବନ୍ଦ

କଳାହାଣ୍ଡି : କଳାହାଣ୍ଡିର ମୁଖ୍ୟ ଦ୍ୱାର କୁହାଯାଉଥିବା କେସିଙ୍ଗା ସହର ଜାତୀୟ ରାଜପଥ ୨୬ ଦେଇ ଯାଇଥିବା ରେଳ ଲାଇନରେ ଦୀର୍ଘ ବର୍ଷ ହେବ ଭୂତଳ ପୋଲ ପାଇଁ ଦାବି ହୋଇ ଆସୁଛି । ରେଳ ଫାଟକ ଦୈନିକ ଘଣ୍ଟା ଘଣ୍ଟା ଧରି ବନ୍ଦ ରହିବା ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହେବା ସହ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ମଧ୍ୟ ପ୍ରଭାବିତ ହେଉଛି । ତେବେ ରେଳ ବିଭାଗୀୟ କର୍ତ୍ତୃପକ୍ଷ ଆଜି ସୁଦ୍ଧା କୌଣସି ପ୍ରତିକାର ବ୍ୟବସ୍ଥା ନ କରିବା ଯୋଗୁ ବାଧ୍ୟ ହୋଇ କେଶିଙ୍ଗା ସଚେତନ ନାଗରିକ ମଞ୍ଚ ଦ୍ୱାରା ଆଜି ୧୬ ଘଣ୍ଟିଆ ବନ୍ଦ ପାଳନ ଆନ୍ଦୋଳନ ଦେଖିବାକୁ ମିଳିଛି । ଫଳରେ ବଲାଙ୍ଗିର ଭବାନୀପାଟଣା ରାଜପଥ ଦେଇ ଯାନ ବାହାନ ଚଳାଚଲ ବାଧାପ୍ରାପ୍ତ ହୋଇଛି । ଆଜି ସକାଳୁ କେସିଙ୍ଗା ର ସମସ୍ତ ସରକାରୀ ବେସରକାରୀ କାର‌୍ୟ୍ୟାଳୟ ସମେତ ଦୋକାନ ବଜାର ବନ୍ଦ ରହିଛି, ଜରୁରୀକାଳୀନ ଆମ୍ବୁଲାନ, ମେଡ଼ିସିନ ଡାକ୍ତରଖାନା ଓ ପରିକ୍ଷର୍ଥୀ ଙ୍କୁ ଆନ୍ଦୋଳନ ରୁ ବାଦ ଦିଆଯାଇଛି ।
https://onakhabar.com/2020/01/22/5-dead/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking