ଗ୍ରାମବାସୀଙ୍କୁ ମିଳିନି ବାତ୍ୟା ସହାୟତା

ଯାଜପୁର: ଯାଜପୁର ଜିଲା ଦଶରଥପୁର ବ୍ଲକ ଅକରପଡା ଜଳେଶ୍ୱରପୁର ଗ୍ରାମବାସୀ ତିତଲି, ପଂନି ବାତ୍ୟାରେ ଭାଂଗି ଯାଇଥିବା ଘରଭଂଗା ସାହାଯ୍ୟ ଆଜି ପର୍ଯ୍ୟନ୍ତ ପାଇନାହାଁନ୍ତି । ଏ ନେଇ ଗ୍ରାମବାସୀ ବାରମ୍ବାର ଏ ଅପିଂସରୁ ସେ ଅପିଂସ ଦୌଡି ଦୌଡି ନୟାନ୍ତ ହେଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁପଂଳ ମିଳିଲା ନାହିଁଁ । ବାଧ୍ୟ ହୋଇ ଗ୍ରାମବାସୀ ଜିଲାପାଳଙ୍କ ଅପିଂସ କୁ ଆସି ତୁରନ୍ତ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବାକୁ ଦାବୀ କରିଛନ୍ତି । ଏହି ଟଙ୍କା ଖୁବ ଶିଘ୍ର ନ ମିିଳିଲେ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦେଇଛନ୍ତି ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here