43.9 C
Bhubaneswar
Friday, April 19, 2024
Homeଓଡିଶାଚୋର ଭାବି ପୁଲିସକୁ ଛେଚିଲେ ଗାଁ ଲୋକେ

ଚୋର ଭାବି ପୁଲିସକୁ ଛେଚିଲେ ଗାଁ ଲୋକେ

ମାଲକାନଗିରି:ମାଲକାନଗିରି ଏସଡିପିଓ ଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ମାଟିଖାଲଗ୍ରାମରେ ଗଂଜେଇ ନେଇ ରାତି ଅଧିଆ ଚଢାଉ କରିଥିଲା ମାଲକାନଗିରି ପୁଲିସ ର ଏକ ଟିମ । ପୁଲିସ ବିନା ଡ୍ରେସ ରେ ରହିଥିବା ଯୋଗୁଁ ଗ୍ରାମବାସୀମାନଙ୍କ ଦ୍ୱାରା ନିର୍ଦ୍ଧୁମ ଛେଚା ଖ।।ଇଲେ । ପୁଲିସ ବିନା ଡ୍ରେସ ରେ ଆସି ଗ୍ରାମରେ ପଶି ଅଚାନକ ଚଢାଉ କରିଥିଲା । ଗ୍ରାମ ଲୋକେ ଲୋକଙ୍କ ବିରୁଦ୍ଧରେ ପୁଲିସ ଛତ୍ରଭଙ୍ଗ ଦେଇଥିବା ବେଳେ ଜଣେ ଗାଁ ଲୋକ ଙ୍କ ହାବୁଡରେ ପଡି ଛେଚା ବି ଖାଇଲେ । ସୂଚନା ପାଇ ମାଛକୁଣ୍ଡ ପୁଲିସ ଯାଇ ଉଦ୍ଧାର କରି ମାଲକାନଗିରି ପୁଲିସ କୁ ହସ୍ତାନ୍ତର କଲେ । ପୁଲିସ ବିନା ଡ୍ରେସ ରେ ଅତର୍କିତ ଚଢାଉ ଯୋଗୁଁ ଚୋର ଭାବି ଗାଁ ଲୋକ ମାଡ ମାରିଥିବା ପ୍ରକାଶ କରିଛନ୍ତି ଗ୍ରାମ ବାସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking