ତାଣ୍ଡାବାଇ ପଞ୍ଚାୟତ ଅଫିସରୁ କୋଭିଡ଼ ସାମଗ୍ରୀ ଚୋରି ବେଳେ ଧରିଲେ ଗ୍ରାମବାସୀ

କାଲିମେଳା  କାଲିମେଳା ବ୍ଲକ କୋରନା ମହାମାରୀ ସମୟରେ ମହାମାରୀ କୁ ରୋକିବା ପାଇଁ ପ୍ରତ୍ୟକ ପଞ୍ଚାୟତ ରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଁ ବାହାରୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ଼ ସେଣ୍ଟର ର ବ୍ୟବସ୍ଥା ପ୍ରତି ପଂଚାୟତରେ କରାଯାଇ ଥିଲା । ଏହି ସେଣ୍ଟର ଗୁଡିକରେବ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରଭଳି ଖଟ, ଗଦି, ବିଶୁଦ୍ଧ ପାନୀୟ ବ୍ୟବସ୍ଥା କରା ଯାଇଥିଲା । କୋରନା ମହାମାରୀ ସରିବା ପରେ ଉକ୍ତ ସାମଗ୍ରୀ ଗୁଡିକୁ ପଞ୍ଚାୟତ ଅଫିରେ ଗଛିତ ରଖାଯାଇଥିଲା … Continue reading ତାଣ୍ଡାବାଇ ପଞ୍ଚାୟତ ଅଫିସରୁ କୋଭିଡ଼ ସାମଗ୍ରୀ ଚୋରି ବେଳେ ଧରିଲେ ଗ୍ରାମବାସୀ