34.1 C
Bhubaneswar
Friday, March 29, 2024
Homeଓଡିଶାଭିଜିଲାନ୍ସ ଜାଲରେ ଫରେଷ୍ଟର

ଭିଜିଲାନ୍ସ ଜାଲରେ ଫରେଷ୍ଟର

ବାଲିଗୁଡା : ଭିଜିଲାନ୍ସ ଜାଲରେ ଫରେଷ୍ଟର । କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରେଞ୍ଜ ଅଧୀନରେ କାର‌୍ୟ୍ୟରତ ଫରେଷ୍ଟର କୈଳାଶ ଚନ୍ଦ୍ର ସାହୁଙ୍କ ବାଲିଗୁଡା ବଜାର ସାହିସ୍ଥିତ ବାସଭବନରେ ଫୁଲବାଣୀ ଭିଜିଲାନ୍ସ ଅଧିକାରୀ ଶୁକ୍ରବାର ଭୋର ସମୟରୁ ଚଢ଼ାଉ ଜାରି ରଖିଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ଉ ଜାରି ରହିଛି । ବାଲିଗୁଡା ସମେତ ବ୍ରହ୍ମପୁର, ପୁରୀ, ଭୁବନେଶ୍ୱର ଓ ଭବାନୀପାଟଣା ଆଦି ଏକାଧିକ ସ୍ଥାନରେ ଥିବା କୈଳାଶଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହେଉଥିବା ସୂଚନା ମିଳିଛି । ଭିଜିଲାନ୍ସ ଅଧିକାରୀ ବାଲିଗୁଡା ବାସଭବନରେ ରହି ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଛନ୍ତି ବୋଲି ସୂଚନା ମିଳିଛି।
https://onakhabar.com/2019/12/27/5-arrested-3/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking