27.8 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗନିଲମ୍ବିତ ଆଇଆଇସିଙ୍କ ୧.୧୧ କୋଟି ସଂପତ୍ତି ଠାବ

ନିଲମ୍ବିତ ଆଇଆଇସିଙ୍କ ୧.୧୧ କୋଟି ସଂପତ୍ତି ଠାବ

ଭୁବନେଶ୍ୱର: ଜଳେଶ୍ୱର ନିଲମ୍ବିତ ଆଇଆଇସି ଧନେଶ୍ୱର ସାହୁଙ୍କ କୋଟିଏରୁ ଉର୍ଦ୍ଧ ସଂପତ୍ତି ଠାବ ହୋଇଛି । ୧ କୋଟି ୧୧ ଲକ୍ଷ ୩୫ ହଜାରର ସ୍ତାବର ଅସ୍ଥାବର ସଂପତ୍ତି ଠାବ ହୋଇଛି । ଧନେଶ୍ୱର ସଂପର୍କୀୟଙ୍କ ଘର ସମେତ ୭ଟି ସ୍ଥାନରେ ରେଡ ଚାଲିଥିଲା । ଜଳେସ୍ୱରସ୍ଥିତ ସରକାରୀ କ୍ୱାଟର୍ସ, କଟକ, ଭୁବନେଶ୍ୱରରେ ବି ରେଡ ହୋଇଛି । ତେବେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ ଚାଲିଥିଲା । ପୂର୍ବରୁ ଡ୍ରଗ୍ସ ମାଫିଆ ଲିଙ୍କରେ ନିଲମ୍ବିତ ହୋଇଛନ୍ତି ଧନେଶ୍ୱର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking