ଆକାଉଣ୍ଟାଣ୍ଟଙ୍କର ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ

ସୁନ୍ଦରଗଡ: ସୁନ୍ଦରଗଡ ଓଏସସିଏସସି ଲିମିଟେଡ୍ ଜୁନିୟର ଆକାଉଣ୍ଟାଣ୍ଟଙ୍କ ବିପୁଳ ସମ୍ପତ୍ତି ଠାବ । ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକଙ୍କ ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ । ଜୁନୟର ଆକାଉଣ୍ଟାଣ୍ଟଙ୍କ ବାଲେଶ୍ୱରରେ ଅଛି ଗୋଟିଏ ୩ ମହଲା କୋଠା । ଗୋଟିଏ ୩ ମହଲା ମାର୍କେଟ କମ୍ପେ୍ଲକ୍ସ ଓ ଜିମ୍ ମଧ୍ୟ ଅଛି । କଲ୍ୟାଣ ମଣ୍ଡପ ସହ ବାଲେଶ୍ୱର ସହର ଆଖପାଖରେ ଅଛି ୪ ଦାମୀ ପ୍ଳଟ । ୧୭୫ ଗ୍ରାମ୍ ସୁନା ସହ ଆକାଉଣ୍ଟାଣ୍ଟଙ୍କ … Continue reading ଆକାଉଣ୍ଟାଣ୍ଟଙ୍କର ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ