30.1 C
Bhubaneswar
Thursday, April 25, 2024
Homeଓଡିଶାଲାଞ୍ଚ ନେଇ ଫସିଲେ ଯନ୍ତ୍ରୀ

ଲାଞ୍ଚ ନେଇ ଫସିଲେ ଯନ୍ତ୍ରୀ

ଭୁବନେଶ୍ୱର: ଲାଞ୍ଚ ନେବା ପଡିଲା ମହଙ୍ଗା । ୧୦ ହଜାର ଲାଞ୍ଚ ନେବା ବେଳେ ୱେସ୍କୋ କନିଷ୍ଠ ଯନ୍ତ୍ରୀ ଗିରଫ ହୋଇଛନ୍ତି । ଟଙ୍କା ଜବତ ସହ କନିଷ୍ଠ ଯନ୍ତ୍ରୀ ରାଜକିଶୋର ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଚାଷୀଙ୍କ ଉଠାଜଳସେଚନ ପଏଣ୍ଟ କରାଇ ଦେବାକୁ ଲାଞ୍ଚ ନେଉଥିଲେ । ପରେ ପୂର୍ବ ସୂଚନା ଅନୁଯାୟୀ, ଉପସ୍ଥିତ ଥିବା ଭିଜିଲାନ୍ସ ହାତରେ ଧରାପଡିଥିଲେ । ଏହାଛଡା କନିଷ୍ଠ ଯନ୍ତ୍ରୀଙ୍କ ନୂଆପଡା ଭଡାଘର, ଜଗତସିଂହପୁର ପୈତୃକ ଘରେ ଭିଜିଲାନ୍ସ ଚଢାଉ କରିଥିବା ସୂଚନା ମିଳିଛି ।

ଔଷଧ ବାଣ୍ଟିଲା ବେଳେ ଆଶା କର୍ମୀ ମୃତ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking