ନୟାଗଡ଼ ଏମଭିଆଇଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ୱର: ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ୍ । ଶ୍ରୀ ବେହେରାଙ୍କ ପୈତୃକଘର ସମେତ ଭୁବନେଶ୍ୱର, କଟକ, ନୟାଗଡରେ ଥିବା ୭ଟି ସ୍ଥାନରେ ଆଜି ସକାଳୁ ଭିଜିଲାନ୍ସ ଚଢ଼ଉ କରିଛି । ଭିଜିଲାନ୍ସ ପଞ୍ଚାନନ ବେହେରାଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠବ କରିବାରେ ସଫଳ ହୋଇଛି । କେବଳ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୩୧ଟି ପ୍ଲଟ୍ ରହିଥିବା ବେଳେ ସେଥିରୁ ୧୦ଟି ବେନାମୀ ବୋଲି … Continue reading ନୟାଗଡ଼ ଏମଭିଆଇଙ୍କ ଘରେ ଭିଜିଲାନ୍ସ ରେଡ୍‌