27.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗକିରାଣିଙ୍କ ଘରେ ଭିଜିଲାନ୍ସ ରେଡ

କିରାଣିଙ୍କ ଘରେ ଭିଜିଲାନ୍ସ ରେଡ

ଜଗତସିଂପୁର : ପୁଣି ଆର‌୍ୟ ବହିର୍ଭୁତ ସଂମ୍ପତି ଠୁଳ ଅଭିଯୋଗ ନେଇ ରେଡ଼ କରିଛି ଭିଜିଲାନ୍ସ । ଜଗତସିଂପୁରର କାର୍ଯ୍ୟରତ ବରିଷ୍ଠ କିରାଣି ସଂଯୁକ୍ତା ଦାସଙ୍କ ଘରେ କଟକ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ସ୍ପେସାଲ ଭିଜିଲାନ୍ସ ଜଜଙ୍କକ ୱାରେଣ୍ଟ ଦ୍ୱାରା ୪ ଟି ଟିମ ଗଠନ କରାଯାଇ ୯ ଜଣ ଇନ୍ସିପେକ୍ଟରଙ୍କ ସମେତ ୩୦ ଜଣ କର୍ମଚାରୀ ତନାଘନା ଚଲାଇଛନ୍ତି । ସଂଯୂକ୍ତା ଦାସଙ୍କ ସାତପୁରା ,ଘଟକ ଓ ପାଣିସାଳିଆ ଭଡ଼ା ଘରକୁ ମଧ୍ୟ ରେଡ଼ କରିଛି ଭିଜିଲାନ୍ସ । ତେବେ ଇନ୍ସିପେକ୍ଟରଙ୍କ ସୂଚନା ଅନୂସାରେ ସଂଯୁକ୍ତା ଦାସଙ୍କର ଜିଲ୍ଲାପାଳ ଅଫିସ ପଛପଟେ ୨ ମହଲା ଘର , କଟକ ଠାରେ ଏକ ଆପାର୍ଟମେଣ୍ଟ ମଧ୍ୟ ରହିଛି । ଏହା ସହ ବ୍ୟାଙ୍କରେ ଲକର ଖୋଲାଯିବା ପରେ କେତେ ଧନ ସମ୍ପତି ଅଛି ତାହା ଜଣପଡ଼ିବ । ଏବେ ଶ୍ରୀମତି ଦାସ ଜଗତସିଂପୁର ଜିଲ୍ଲା ପଞ୍ଚାୟତ ବିଭାଗର ସେକ୍ସନ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking