ପୂର୍ବତନ ବିଧାୟକ ଅନାମ ନାଏକଙ୍କ ଘରେ ଭିଜିଲାନ୍ସ ରେଡ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୂର୍ବତନ ବିଧାୟକ ଅନାମ ନାଏକ ଙ୍କ ଘରେ ଭିଜିଲାନ୍ସ ରେଡ଼ କରିଛି ।କଳାହାଣ୍ଡି ଭିଜିଲାନ୍ସ ଡ଼ିଏସପି ସତ୍ୟବାନ ମହନନ୍ଦଙ୍କ ନେତୃତ୍ୱରେ କୋରାପୁଟ ଭିଜିଲାନ୍ସ ଡିଭିଜନ ର ଛଅ ଜଣିଆ ଟିମ ଭବାନୀପାଟଣା ସ୍ଥିତ ତାଙ୍କ ଘର ରାମପୁରରେ ଥିବା ଲଜ ବାର ସମେତ ଭବାନୀପାଟଣାରେ ନୂତନ ତିଆରି ହେଉଥିବା ତାଙ୍କ ଲଜକୁ ଏକସଙ୍ଗେ ରେଡ଼ ଜାରି ରଖିଛନ୍ତି । ଖଣି ମାଲିକ ଙ୍କ ଠାରୁ ଚାନ୍ଦା ମାଗିବା ଅଭିଯୋଗ ଥିଲା । ଅପରେସନ ବ୍ଲ।କ୍ ସ୍ପଟ ରେ ଚାନ୍ଦା ମାଗିବା ଅଭିଯୋଗ ଥିଲା ଅନାମ ୨୦୧୭ ମସିହାରେ ଶିଳ୍ପ ପାଇଁ ଲାଞ୍ଚ ମାଗିବା ଘଟଣାର ତଦନ୍ତ ଦାବି କରିଥିଲେ ବିରୋଧୀ ।
https://onakhabar.com/2020/01/17/back-to-village/