34.1 C
Bhubaneswar
Friday, March 29, 2024
Homeଅପରାଧଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦରା ଭିଜିଲାନ୍ସ ଜାଲରେ । ୧ ଲକ୍ଷ ୧୦ ହଜାର ଟଙ୍କା ନେଇ ଅଫିସ୍ ରୁ ନିଜ ଭଡା ଘର ହିଲ୍ ଟାଉନ କୁ ଯାଉଥିବା ବେଳେ ଭିଜିଲାନ୍ସ ରେଡ୍ । ଅଟକ ରଖି ପଚରା ଉଚରା ଜାରି । ଭିଜିଲାନ୍ସ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦରା ମୋଟା ଅଙ୍କ ର ଟଙ୍କା ନେଇ ଅଫିସ୍ ଗାଡିରେ ନିଜ ବାସଭବନକୁ ଯାଉଥିବା ବେଳେ ହିଲ୍ ଟାଉନ୍ ନିକଟରେ ଗାଡି ଅଟକାଇ ଥିଲେ। ଗାଡିରୁ ୧ ଲକ୍ଷ ୧୦ ହଜାର ଟଙ୍କା କାହାର ବୋଲି ପ୍ରଶ୍ନ କରିବାରୁ ଯୋଗାଣ ଅଧିକାରୀ ଉତ୍ତର ଦେଇପାରିନଥିଲେ ଫଳରେ ଶିବ ପ୍ରସାଦଙ୍କୁ ଭିଜିଲାନ୍ସ ଅଫିସ୍ କୁ ଆଣି ଅଟକ ରଖି ଅଧିକ ତଦନ୍ତ କରୁଥିବା ଭିଜିଲାନ୍ସ ଡିସିପି ସତ୍ୟବାନ ମହାନନ୍ଦ ପ୍ରକାଶ କରିଛନ୍ତି ।
https://onakhabar.com/2020/02/13/assembly-budget/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking