40.1 C
Bhubaneswar
Thursday, April 25, 2024
Homeଓଡିଶାକଟକ ନଗର ଭାଜପାର ଦଶହରା ପୂଜା ମଣ୍ଡପ ଦର୍ଶନ

କଟକ ନଗର ଭାଜପାର ଦଶହରା ପୂଜା ମଣ୍ଡପ ଦର୍ଶନ

କଟକ : ପବିତ୍ର ଦଶହରା ପୂଜା ଅବସରରେ ଭାଜପା କଟକ ନଗର ତରଫରୁ ଅଷ୍ଟମୀ ଓ ନବମୀରେ ବାରବାଟି କଟକର ସମସ୍ତ ପୂଜା ମଣ୍ଡପ ଗୁଡିକୁ କଟକ ନଗର ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ କାର୍ଯ୍ୟକର୍ତାମାନେ ମଣ୍ଡପ ଦର୍ଶନ କରି ସମ୍ବର୍ଦ୍ଧନା ଦେଇଥିଲେ l ପ୍ରତ୍ୟେକ ମଣ୍ଡପରେ ପୂଜା କମିଟିର କାର୍ଯ୍ୟକର୍ତାମାନେ ମଧ୍ୟ ଉପସ୍ଥିତ ରହି ଭାଜପା ଟିମକୁ ପୁଷ୍ପ ଓ ଉତ୍ତରୀୟ ଦ୍ୱାରା ଭବ୍ୟ ସ୍ୱାଗତ କରିଥିଲେ l

ଏଥିରେ ବାରବାଟି କଟକ ନିର୍ବାଚନ ମଣ୍ଡଳୀ ପ୍ରଭାରି ଶ୍ରୀମତୀ ପ୍ରତିଭା ଶତପଥି, ସଂଯୋଜକ ବିବେକାନନ୍ଦ ନାଏକ,ଜିଲ୍ଲା ଉପସଭାପତି ଦେବାଶିଷ ରାୟ ,ମଣ୍ଡଳ ସଭାପତି ଶ୍ରୀ ରତନ ମହାନ୍ତି, ଦେବାନନ୍ଦ ସିଂ ଓ ନମିତା ମିଶ୍ର,ମହିଳା ମୋର୍ଚା ଜିଲ୍ଲା ସଭାନେତ୍ରୀ ପ୍ରବୀଣା ମହାପାତ୍ର, କର୍ପୋରେଟର ଲକ୍ଷ୍ମୀଧର ବେହେରା,ଜିଲ୍ଲା ଯୁବମୋର୍ଚା ସଭାପତି ସତ୍ୟବ୍ରତ ମିଶ୍ର, ଜିଲ୍ଲା ସଂଖ୍ୟା ଲଘୁ ମୋର୍ଚା ସଭାପତି ମହମ୍ମଦ ସବୀର, କୃଷକ ମୋର୍ଚା ସଭାପତି ଶିବ ପ୍ରସାଦ ନାଏକ,ମଣ୍ଡଳ ସାଧାରଣ ସମ୍ପାଦକ ସଂଗ୍ରାମ ସିଂ,ସତ୍ୟ ଦାସ,ଶ୍ରୀନିବାସ ରେଡି,ଦିଲ୍ଲୀପ ସାହୁ ଓ ସୂର୍ଯ୍ୟ ନାରାୟଣ ବେହେରା ,ଉପସଭାପତି ରୀତା ମହାପାତ୍ର , ତପନ ବେହେରା,ସୁଶାନ୍ତ ମହାନ୍ତି,ଅସଫ ଅଲ୍ଲୀ, ଜୀବନଜ୍ୟୋତି ଦାସ, ଶିବନାରାୟଣ ନାଏକ, ଶ୍ରୀକାନ୍ତ ବ୍ରହ୍ମା,ସଦାନନ୍ଦ ବିଶ୍ୱାଳ,ସୁମନ ରାଉତ, ସରୋଜ ସାହୁ, ରଣଜିତ, କବି ମହାରଣା, ଅମ୍ରିତ ଆଚାର୍ଯ୍ୟ, ରଶ୍ମି ମହାପାତ୍ର,ରୁଦ୍ର ଦାସ, ଅନୁପମ ଦାସ, ଶିଳ୍ପା ସୌମିତ୍ରୀ ଗିରି ଗୋସ୍ୱାମୀ,ମୀନକେତନ ଦାସ, ଅମ୍ବିକା ଦାସ,ଉଷା ପାତ୍ର, ବିକାଶ ବେହେରା, ନୃସିଂହ ପାତ୍ର,ସୁଚିତ୍ରା ସେନାପତି, ପାର୍ବତୀ ଘଡେଇ,ପ୍ରଶାନ୍ତ ଦାସ, ବିଶ୍ୱଜିତା ଜେନା, ସୁରେଶ ମହାନ୍ତି,ସଚ୍ଚିଦାନନ୍ଦ ବିଶ୍ୱାଳ , ବିଚିତ୍ରାନନ୍ଦ ମାଝୀ, ଉମେଶ ବେହେରା,ବିଜୟ ସେଠି,ସୁଧୀନ୍ଦ୍ର ବଳ, ଦୀପା୍ୟନ ପଟନାୟକ,ତାରାପ୍ରସାଦ ମହାନ୍ତି, ରବିନାରାୟଣ ସ୍ୱାଇଁ ଓ ଦୀପକ କୁମାର ପଣ୍ଡା ଆଦି ପ୍ରମୁଖ ନେତାମାନେ ପୂଜା ମଣ୍ଡପ ଦର୍ଶନ ଯାତ୍ରାରେ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking