ଭିଏନାରେ ଆତଙ୍କୀ ହମଲା;୩ମୃତ,୧୫ ଆହତ

ଅଷ୍ଟ୍ରିୟା:ରାଜଧାନୀ ଭିଏନା ଆତଙ୍କୀ ମାନେ ମୋଟ୍ ୬ ଯାଗାରେ ଗୁଳି ବର୍ଷା କରିଛନ୍ତି । ଏହି ହମଲାରେ ୩ଜଣଙ୍କର ମୃତ୍ୟୁ ଘଟିଛି ଏବଂ୧୫ରୁ ଉର୍ଦ୍ଧ ଲୋକ ଆହତ ହେଇଛନ୍ତି ।ଅଷ୍ଟ୍ରିୟାର ଚାନ୍‌ସେଲର ସେବେଲ୍‌ଟିଆନ୍‌ଙ୍କ କହିବା ଅନୂଯାୟୀ ଏହାଏକ ଆତଙ୍କବାଦ ହାମଲା ଅଟେ ଓ ପୋଲିସ୍ ଗୁଳିରେ ଏକ ଆତଙ୍କବାଦୀର ମୃତ୍ୟୁ ହେଇଛି ।ଅଷ୍ଟ୍ରିୟାର ଗୃହମନ୍ତ୍ରୀ କାର୍ଲ ନେହେମା କହିଛନ୍ତି ଏବେ କମ୍‌ସେକମ୍ ଆଉଗୋଟେ ହମଲାର ସଂନ୍ଦେହ କରାଯାଉଛିା ଗୁଳି ପ୍ରଥମେ ଏକ ଇହୁଦୀ ଉପାସନା ଉପରେ କରାଯାଇଛିା କିନ୍ତୁ ହାମଲାର କେନ୍ଦ୍ର କେଉଁଟା ଥିଲା ତାହା ସ୍ପଷ୍ଟ ହେଇପାରିନିା ଭିଏନାର ମେୟରଙ୍କ କହିବା ଅନୂସାରେ ଏକ ବ୍ୟକ୍ତିର ମୃତ୍ୟୁ ହେଇଥିଲା । ଆଉ୨ ଜଣଙ୍କ ମୃତ୍ୟୁ ଡ଼ାକ୍ତରଖାନରେ ହେଇଥିଲା ।

LEAVE A REPLY

Please enter your comment!
Please enter your name here