40.1 C
Bhubaneswar
Wednesday, April 24, 2024
Homeଅପରାଧଯୁବକଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ଭିଡ଼ିଓ ଭାଇରାଲ

ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ଭିଡ଼ିଓ ଭାଇରାଲ

ଭୁବନେଶ୍ୱର:ଖୋର୍ଦ୍ଧା ଜିଲାରେ ପୁଣି ଭାଇରାଲ ହେଲା ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିବା ଭିଡ଼ିଓ । ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଂଚାୟତର ଦକ୍ଷିଣପରିଖେତା ଗ୍ରାମରେ ଘଟିଛି ଏପରି ଘଟଣା । ଗତ ଦୁଇଦିନ ତଳେ ଭୁବନେଶ୍ୱର ସଲିଆସାହିର ଦୁଇ ଯୁବକ ରାହୁଲ ସ୍ୱାଇଁ ଏବଂ ଆକାଶ ମହାପାତ୍ର ଆସି ଉକ୍ତ ଗ୍ରାମରେ ଜୈନିକ ନାବାଳିକାଙ୍କୁ ଦେଖା କରିବାକୁଆସି ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଥିଲେ । ଏବଂ ଗ୍ରାମବାସୀ ଓ ନାବାଳିକା ଯୁବକ ଦ୍ୱୟଙ୍କ ବିରୋଧରେ ବେଗୁନିଆ ଥାନାରେ ଅଭିଯୋଗ କରିବାପରେ ଯୁବକ ଦୁଇଜଣଙ୍କୁ ବେଗୁନିଆ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଉକ୍ତ ଯୁବକ ଦ୍ୱୟଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଅତ୍ୟାଚାର କରୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ତେବେ ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା କହିଛନ୍ତି ବେଗୁନିଆ ଥାନା ଅଧିକାରୀ ।
https://onakhabar.com/2020/01/15/labour-package/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking