29.1 C
Bhubaneswar
Wednesday, April 24, 2024
Homeଓଡିଶାକଟକଆସନ୍ତା କାଲିଠାରୁ ଚନ୍ଦ୍ର ପାଖରେ ଦିଶିବ ଶୁକ୍ର

ଆସନ୍ତା କାଲିଠାରୁ ଚନ୍ଦ୍ର ପାଖରେ ଦିଶିବ ଶୁକ୍ର

ଭୁବନେଶ୍ୱର: କାଲିଠୁ ଜୁନ ୧୫ ତାରିଖ ଯାଏଁ ଚନ୍ଦ୍ରର ଅତି ନିକଟରୁ ଦେଖାଯିବ ଶୁକ୍ର । ପ୍ରତିଦିନ ସନ୍ଧ୍ୟାରେ ପ୍ରାୟେ ୨ ଘଣ୍ଟା ଶୁକ୍ରକୁ ପଶ୍ଚିମ ଆକାଶରେ ଦେଖାହେବ । ଆକାଶ ନିର୍ମଳ ଥିଲେ ସନ୍ଧ୍ୟା ୬ଟା ୩୦ରୁ ୯ଟା ୧୫ ଯାଏଁ ଦେଖାହେବ । ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ପ୍ଲାନେଟୋରିୟମ ପକ୍ଷରୁ ବ୍ୟବସ୍ଥା । କାଲି ସଂନ୍ଧ୍ୟା ୬ଟା୩୦ରୁ ୮ ଯାଏ ଶୁକ୍ର ଗ୍ରହକୁ ଦେଖିବାମୁ ବ୍ୟବସ୍ଥା କରାଯାଇଛି ।

ଏକତରଫା ପ୍ରେମରୁ ନାବାଳିକାକୁ ହତ୍ୟା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking