ଗଞ୍ଜେଇ ସହ ଗାଡି ଜବତ: ଜଣେ ଗିରଫ

ଫୁଲବାଣୀ : ଫୁଲବାଣୀ ଅବକାରୀ ପାଟ୍ରୋଲିଂ କରୁଥିବା ବେଳେ ରାଣିପଥର ଘାଟି ନିକଟରେ ଗୋଟିଏ ଗାଡି ଅବକାରୀ ମୋବାଇଲ ଟିମକୁ ଦେଖି ଦ୍ରୁତ ଗତିରେ ପଳେଇବା ବେଳେ ଅବକାରୀ ସେହି ଗାଡ଼ିକୁ ଗୋଡ଼ାଇ ଅଟକାଇ ଯାଞ୍ଚ କରିଥିଲେ।ସେହି ଗାଡ଼ିରୁ ୨୫ କିଲୋ ୮୦୦ଗ୍ରାମ ଗଞ୍ଜେଇ ବାହାରି ଥିଲା। ଏହି ଘଟଣାରେ ଜଣେ ଯୁବକକୁ ଗିରଫ କରିଛନ୍ତି ଅବକାରୀ ବିଭାଗର ମୋବାଇଲ ଟିମ୍ । ଉକ୍ତ ଯୁବକ ଜଣକ ହେଲେ କନ୍ଧମାଳ ଜିଲ୍ଲା ଆଦର୍ଶ ଟାଉନ ଥାନା ଅନ୍ତର୍ଗତ … Continue reading ଗଞ୍ଜେଇ ସହ ଗାଡି ଜବତ: ଜଣେ ଗିରଫ