34.1 C
Bhubaneswar
Friday, March 29, 2024
Homeଓଡିଶାଯୁକ୍ତ ଦୁଇ ଛାତ୍ର ଛାତ୍ରୀଙ୍କ ଭିଡିଓ କ୍ଲାସ୍

ଯୁକ୍ତ ଦୁଇ ଛାତ୍ର ଛାତ୍ରୀଙ୍କ ଭିଡିଓ କ୍ଲାସ୍

ଭୁବନେଶ୍ୱର: ମହାମାରୀ ପାଇଁ ପୂର୍ବ ବର୍ଷ ଭଳି ଏଥର ବି ଭିଡିଓ କ୍ଲାସ୍ ହବ । ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଛାତ୍ରୀଙ୍କ ପାଇଁ ଭିଡିଓ କ୍ଲାସ୍ ହେବ । ଏ ନେଇ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷ ଙ୍କୁ ଡି ଏଚ୍ ଏସ ଇ ଚିଠି ଲେଖିଛି । ଏଥିପାଇଁ ଆଗ୍ରହୀ ଥିବା ଓ ଅନୁଭବି ଶିକ୍ଷକଙ୍କ ତାଲିକା ଡି ଏଚ୍ ଏ ଇ ମାଗିଛି । ମେ ୨୧ ତାରିଖ ସୁଦ୍ଧା ଶିକ୍ଷକଙ୍କ ତାଲିକା ଦେବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking