33.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗବାସ୍ତୁ ଅନୁସାରେ, ଘରେ ମହମବତୀ ଜଳାଇଲେ ମିଳିଥାଏ ଅନେକ ଶୁଭଫଳ

ବାସ୍ତୁ ଅନୁସାରେ, ଘରେ ମହମବତୀ ଜଳାଇଲେ ମିଳିଥାଏ ଅନେକ ଶୁଭଫଳ

ଭୁବନେଶ୍ୱର: କ୍ୟାଣ୍ଡେଲ ଘରେ ଲଗାଇବା ଦ୍ୱାରା ଏନର୍ଜି ସନ୍ତୁଳନ ହୋଇ ରହିଥାଏ । ମହମବତୀ ନକରାତ୍ମକ ଶକ୍ତିକୁ ଦୂର କରି ସକରାତ୍ମକ ଶକ୍ତିରେ ପରିବର୍ତନ କରିଥାଏ । ବାସ୍ତୁ ଅନୁସାରେ, ଅଗ୍ନି ଦିଶା ଦକ୍ଷିଣ ହୋଇଥାଏ । ସେଥିପାଇଁ ଘରେ ମହମବତୀ ଲଗାଇବା ପାଇଁ ଦକ୍ଷିଣ ଦିଗ ବାଛିବା ଦରକାର ।
କୁହାଯାଏ, କ୍ୟାଣ୍ଡେଲରୁ ବାହାରୁଥିବା ଏନର୍ଜି ନେଗେଟିଭ ଏନର୍ଜିକୁ ନଷ୍ଟ କରିଦିଏ । ଯାହାଦ୍ୱାରା ପଜିଟିଭ ଏନର୍ଜି ଆପେ ଆପେ ବଢିଯାଏ । ଦିଗ ଅନୁସାରେ, ରଂଗ ଚୟନ କରି କ୍ୟାଣ୍ଡେଲ ଲଗାଇବା ଦ୍ୱାରା ସେହି ଦିିଗର ଶୁଭଫଳ ପ୍ରାପ୍ତ ହୋଇଥାଏ ।
ମାନ୍ୟତା ରହିଛି ଯେ, ପୂର୍ବ ଦିଶାରେ ସବୁଜ ରଂଗର କ୍ୟାଣ୍ଡେଲ ଲଗାଇବା ଦରକାର । ଏହାଦ୍ୱାରା ଜୀବନର ସୁଖ ମିଳିଥାଏ ଓ ସମସ୍ତ ରାସ୍ତା ଫିଟିଯାଏ ।
ପଶ୍ଚିମ ଦିଗରେ ଧଳା ରଂଗର କ୍ୟାଣ୍ଡେଲ ଓ ଉତ୍ତର ଦିଗରେ କଳା ରଂଗର କ୍ୟାଣ୍ଡେଲ ଲଗାଇଲେ ଶୁଭଫଳ ପ୍ରାପ୍ତି ହୋଇଥାଏ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking