27.1 C
Bhubaneswar
Thursday, April 25, 2024
Homeଓଡିଶାମୂଲ୍ୟବାନ ଶାଗୁଆନ କାଠ ଜବତ; ୨ ଗିରଫ

ମୂଲ୍ୟବାନ ଶାଗୁଆନ କାଠ ଜବତ; ୨ ଗିରଫ

ଗୁଣୁପୁର : ମୂଲ୍ୟବାନ ଶାଗୁଆନ କାଠ ଚୋରା ଚାଲାଣ ହେଉଥିବା ବେଳେ ଗୁଣୁପୁର ବନ ବିଭାଗ ଦ୍ଵାରା ଜବତ କରାଯାଇଛି । ଏକ ମେକ୍ସ ପିକଅପ ଭ୍ୟାନ ରେ ପୁଟାସିଂ ଅଞ୍ଚଳରୁ ଗୁଣୁପୁର ଆସୁଥିବା ବେଳେ ବିକ୍ରମପୁର ଠାରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଉକ୍ତ ଭ୍ୟାନ କୁ ଜବତ କରାଯାଇଥିଲା । ଭ୍ୟାନ ରୁ 26 ଖଣ୍ଡ ମୂଲ୍ୟବାନ ଶାଗୁଆନ କାଠ ଜବତ କରିବା ସହ ଗାଡ଼ି ମାଲିକ ଥୋମାସ ଶବର ଓ ଚାଳକ ଆବ୍ରାହମ ଶବର ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଗୁଣୁପୁର ରେଞ୍ଜର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking