34.1 C
Bhubaneswar
Friday, March 29, 2024
Homeଓଡିଶାଆଜି ୩ ଜିଲ୍ଲାରେ ହେବନି ଟିକାକରଣ

ଆଜି ୩ ଜିଲ୍ଲାରେ ହେବନି ଟିକାକରଣ

ଭୁବନେଶ୍ବର : ଆଜି ରାଜ୍ୟର ବାଲେଶ୍ବର, କୋରାପୁଟ ଓ ସୋନପୁରରେ ଟିକାକରଣ ବନ୍ଦ ରହିବ। ମାତ୍ର ୮୨୯ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଶୁକ୍ରବାର ୯୦୫ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୧ଲକ୍ଷ ୨୩ହଜାର ୬୮୩ଜଣଙ୍କୁ କରୋନା ଟିକା ଦିଆଯାଇଥିଲା। ଏହାକୁ ମିଶାଇ ୧କୋଟି ୫୧ଲକ୍ଷ ୨୪ହଜାର ୮୦୯ ଡୋଜ୍‌ ଟିକା ଦିଆଗଲାଣି। ଆଜି ୧୦୯୧ଜଣ ଗର୍ଭବତୀଙ୍କୁ ଟିକା ଦିଆଯାଇଥିଲା। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୨,୨୩୧ଜଣ ଗର୍ଭବତୀ ଟିକା ନେଇ ସାରିଲେଣି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking