34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗକୋରନା ଟୀକା ନେଲେ ବିଏମସି କମିଶନର

କୋରନା ଟୀକା ନେଲେ ବିଏମସି କମିଶନର

ଭୁବନେଶ୍ୱର : ଆଜି କୋରନା ଟୀକା ନେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଆଜି ସେ କ୍ୟାପିଟାଲ ହସ୍ପିଟାଲ ରେ ଟୀକା ନେଇଛନ୍ତି । ଏହପରେ ଟୀକା ନେଇ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ସେ କହିଛନ୍ତି । 
 
ଲୋକେ କୌଣସି ଗୁଜବକୁ ବିଶ୍ୱାସ କରିବା ଉଚିତ ନୁହେଁ । ଯେଉଁମାନେ ଟୀକାକୁ ଡରୁଛନ୍ତି ସେମାନେ ଟୀକାକୁ ବିଶ୍ୱାସ କରନ୍ତୁ ନାହିଁ । ଯେଉଁ ମାନଙ୍କୁ ଟୀକା ନେବାକୁ ସୁଯୋଗ ମିଳୁଛି ସେମାନେ ନିଶ୍ଚୟ ନିଜେ ଟୀକା ନିଅନ୍ତୁ ଓ ଟୀକା ନେବା ପାଇଁ ଅନ୍ୟମାନଙ୍କୁ ପ୍ରେତ୍ସାହିତ କରନ୍ତୁ । ମାର୍ଚ୍ଚରୁ ଆରମ୍ଭ ହେଉଥିବା ୩ୟ କରଣ ଟିୀକା କରଣକୁ ନେଇ ବିଏମସି କମିଶନର କହିଛନ୍ତି ବିଏମସିରେ ସର୍ଭେ ଅନୁସାରେ ୨୦ରୁ ୨୫ ହଜାର ବରିଷ୍ଠ ନାଗରିକଙ୍କ ମାନଙ୍କ ତଥ୍ୟ ଅଛି । ୩ଟି ଜୋନରେ ୩ ଟି ଟିମ ବରିଷ୍ଠ ନାଗରକି ମାନଙ୍କ ତଥ୍ୟ ସଂଗ୍ରହ କରୁଛନ୍ତିି । ଡାଟା ଆସିବା ପରେ ଟୀକାକରଣ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking