35.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଫୁଲ, ଚନ୍ଦନ ଦେଇ ମେଲାନିୟା ଟ୍ରମ୍ପଙ୍କୁ ସ୍ୱାଗତ କଲେ ହାପିନେସ୍‌ କ୍ଲାସର ଛାତ୍ରଛାତ୍ରୀ

ଫୁଲ, ଚନ୍ଦନ ଦେଇ ମେଲାନିୟା ଟ୍ରମ୍ପଙ୍କୁ ସ୍ୱାଗତ କଲେ ହାପିନେସ୍‌ କ୍ଲାସର ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ସ୍କୁଲଗୁଡ଼ିକରେ ଚାଲୁଥିବା ହାପିନେସ୍‌ କ୍ଲାସକୁ ଦେଖିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିୟା ଟ୍ରମ୍ପ ମୋତିବାଗସ୍ଥିତ ସରକାରୀ ମାଧ୍ୟମିକ ସ୍କୁଲରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା କ୍ଷଣି ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଛାତ୍ରୀମାନେ ମେଲାନିୟାଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିଥିଲେ। ମେଲାନିୟାଙ୍କ ଗସ୍ତ ପାଇଁ ସ୍କୁଲକୁ ଅତି ଆକର୍ଷଣୀୟ ଢଙ୍ଗରେ ସଜାଯାଇଥିବା ବେଳେ ମେଲାନିୟା ପ୍ରାୟ ୪୦ରୁ ୪୫ ମିନିଟ୍‌ ପର୍ଯ୍ୟନ୍ତ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସହିତ ସମୟ କାଟିବେ।
https://onakhabar.com/2020/02/25/trump-family-at-rajghat/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking