37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ

ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ

ନୂଆଦିଲ୍ଲୀ: ୨୦୧୯ ବର୍ଷର ୟୁନିଅନ ପବ୍ଳିକ ସର୍ଭିସ ବା ୟୁପିଏସସି ରେଜଲ୍ଟ ଆଜି ପ୍ରକାଶ ପାଇଛି । ଆଇଏଏସ ପ୍ରଦୀପ ସିଂ ଏଥିରେ ଟପ୍ପର ହୋଇଛନ୍ତି । ଓଡିଶାର ଅଭିଷେକ ସରାଫ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ଦଶମ ସ୍ଥାନରେ ଅଛନ୍ତି ସଞ୍ଚିତା ମହାପାତ୍ର । ମୋଟ ୮୨୫ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking