କଥା ହେଲାନି ପ୍ରେମିକା; ବାପା ସହ ଦୁଇ ଭଉଣୀଙ୍କୁ ହତ୍ୟା କଲା ପ୍ରେମିକ
ପାଟନା: ପ୍ରେମିକା କଥା ହେଲାନି ବୋଲି ପ୍ରେମିକ ନୃଶଂସ କାଣ୍ଡ ଘଟାଇଛି । ପ୍ରେମିକା ସହ ତାଙ୍କ ବାପା ଏବଂ ଭଉଣୀଙ୍କୁ ଅତି ନିର୍ମମଭାବେ ହତ୍ୟା କରିଛି ପ୍ରେମିକ । ଏପରି ଏକ ଘଟଣା ବିହାର ଛପରା ଜିଲ୍ଲା ଅନ୍ତର୍ଗତ ରସୁଲପୁରର ଘାନାଡିହ ଅଞ୍ଚଳରେ ଘଟିଛି । ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ରାତିରେ ପ୍ରେମିକ ଜଣଙ୍କ ଏପରି କାଣ୍ଡ ଘଟାଇଛି । ଘରର ଛାତରେ ପ୍ରେମିକାଙ୍କ ସହିତ ତାଙ୍କ ମାଆ, ବାପା ଏବଂ ଭଉଣୀ ଶୋଇଥିଲେ … Continue reading କଥା ହେଲାନି ପ୍ରେମିକା; ବାପା ସହ ଦୁଇ ଭଉଣୀଙ୍କୁ ହତ୍ୟା କଲା ପ୍ରେମିକ
Copy and paste this URL into your WordPress site to embed
Copy and paste this code into your site to embed