ଅଜଣା ରୋଗ ଆତଙ୍କ : ସପ୍ତାହକରେ ଗଲାଣି ୬ ଜୀବନ
ମାଲକାନଗିରି: ମହାମାରୀ ରୂପ ନେଉଛି ଅଜଣା ରୋଗ । ସପ୍ତାହକ ମଧ୍ୟରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଲାଣି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ହଳଦୀକୁଣ୍ଡରେ । ଏଠାରେ ଆତଙ୍କ ସୃଷ୍ଟି କରିବାରେ ଲାଗିଛି ଅଜଣା ରୋଗ । ଗୋଡ଼ ହାତ ଫୁଲିଯିବା ସହ ହଠାତ ଜ୍ୱର ହୋଇ ମୃତ୍ୟୁ ହେଉଥିବା ଜଣାପଡ଼ିଛି । ଏବେ ବି ଗାଁରେ ପାଖାପାଖି ୧୦ ଜଣ ଆକ୍ରାନ୍ତ ରହିଛନ୍ତି । ହେଲେ ଅନ୍ଧବିଶ୍ୱାସର … Continue reading ଅଜଣା ରୋଗ ଆତଙ୍କ : ସପ୍ତାହକରେ ଗଲାଣି ୬ ଜୀବନ
Copy and paste this URL into your WordPress site to embed
Copy and paste this code into your site to embed