34.1 C
Bhubaneswar
Thursday, March 20, 2025
Homeଓଡିଶାଟ୍ରେନ ଟଏଲେଟରେ ଅଜଣା ମୃତଦେହ

ଟ୍ରେନ ଟଏଲେଟରେ ଅଜଣା ମୃତଦେହ

ସମ୍ବଲପୁର : ଟ୍ରେନ ଟଏଲେଟରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନାଗାବଳୀ ଏକ୍ସପ୍ରେସ ଟ୍ରେନ ଟଏଲେଟରୁ ଉଦ୍ଧାର ହୋଇଛି ମୃତଦେହ । ସମ୍ବଲପୁର ଷ୍ଟେସନର ଫ୍ୱାଶିଂ ଲାଇନରେ ଟ୍ରେନ ସଫା ବେଳେ ଉଦ୍ଧାର ହୋଇଛି । ଟଏଲେଟ କବାଟ ଭିତର ପଟୁ ବନ୍ଦ ଥିଲା । ତେବେ ମୃତ୍ୟୁ କିପରି ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି । ସ୍ଥିତି ଉତ୍ତେଜନା ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking