ଆରଦା ଗାଁରେ ଅଜଣା ଜନ୍ତୁ ଆତଙ୍କ, ୪୨ ମେଣ୍ଢା ମୃତ
ଢେଙ୍କାନାଳ : ସଦର ବ୍ଲକ ଅନ୍ତର୍ଗତ ଆରଦା ଗାଁ ରେ ଅଜଣା ଜନ୍ତୁ ଆତଙ୍କ ଦେଖାଯାଇଛି। ଗୁହାଳେ ପଶି ୪୨ ମେଣ୍ଢାଙ୍କୁ ଅଜଣା ଜନ୍ତୁ ମାରିଛି ବୋଲି ଗ୍ରାମବାସୀ ସନେ୍ଦହ କହିଁଛନ୍ତି। ଅଜଣା ଜନ୍ତୁର ପାଦଚିହ୍ନକୁ ଗ୍ରାମବାସୀ ଠାବ କରିବା ପରେ ଗ୍ରାମରେ ଭୟ ଓ ଆତଙ୍କରେ ଲୋକ ମାନେ ରହିଛନ୍ତି। ପ୍ରକାଶ ଯେ, ସଦର ବ୍ଲକ ସୋଗରପଶି ଗ୍ରାମ ପଞ୍ଚାୟତ ଆରଦା ଗାଁର ଚାଷୀ ସାଧୁଚରଣ ରାଉତଙ୍କ ମେଣ୍ଢାପଲ ଗତକାଲି (ଶୁକ୍ରବାର) ସଂଧ୍ୟାରେ ଚରାବୁଲା କରି … Continue reading ଆରଦା ଗାଁରେ ଅଜଣା ଜନ୍ତୁ ଆତଙ୍କ, ୪୨ ମେଣ୍ଢା ମୃତ
Copy and paste this URL into your WordPress site to embed
Copy and paste this code into your site to embed