27.1 C
Bhubaneswar
Friday, March 29, 2024
Homeଓଡିଶାସିଇଟିକୁ ବିଶ୍ୱବିଦ୍ୟାଳୟ ମାନ୍ୟତା

ସିଇଟିକୁ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର: ହଟ୍ଟଗୋଳ ଭିତରେ ବିଧାନସଭାରେ ପାରିତ ହୋଇଛି ୩ଟି ବିଲ୍ । ଓଡିଶା ବୈଷୟିକ ଗବେଷଣା ବିଶ୍ୱବିଦ୍ୟାଳୟ ବିଲ୍ ପାରିତ ହୋଇଛି । ସିଇଟି କଲେଜକୁ ମିଳିଛି ବିଶ୍ୱବିଦ୍ୟାଳୟ ମାନ୍ୟତା । ଇଂଜିନିୟରିଂ, ଟେକ୍ନୋଲୋଜୀ, ସ୍ଥପତି, ଗବେଷଣା କ୍ଷେତ୍ରରେ ସହାୟକ ହେବ । ବିନିଯୋଗ ଅଦିନିୟମ, ସହର ଯୋଜନା ଓ ଅଭିବୃଦ୍ଧି ନ୍ୟାସ ସଂଶୋଧନ ବିଲ ମଧ୍ୟ ପାରିତ ହୋଇଛି ।

 

ସ୍ୱର୍ଣ୍ଣ ଜିତିଲେ ଓଡିଆ ପୁଅ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking