31.1 C
Bhubaneswar
Friday, March 29, 2024
Homeଓଡିଶାବିଶ୍ଵବିଦ୍ୟାଳୟ ସଂଶୋଧନ ଆଇନ କାଏମ

ବିଶ୍ଵବିଦ୍ୟାଳୟ ସଂଶୋଧନ ଆଇନ କାଏମ

କଟକ : ବିଶ୍ଵବିଦ୍ୟାଳୟ ସଂଶୋଧନ ଆଇନ କାଏମ। ଏହାକୁ ଉଚ୍ଛେଦ କରିବା ପାଇଁ ହାଇକୋର୍ଟରେ ହୋଇଥିବା ସମସ୍ତ ମାମଲାକୁ ଖାରଜ କଲେ ହାଇକୋର୍ଟ। ବିଶ୍ଵବିଦ୍ୟାଳୟ ସଂଶୋଧନ ଆଇନ କରିଥିଲେ ରାଜ୍ୟ ସରକାର।

ଏହି ଆଇନ UGC ଗାଇଡଲାଇନ ଉଲ୍ଲଙ୍ଘନ କରୁଛି ବୋଲି ହାଇକୋର୍ଟରେ କିଛି ଅଧ୍ୟାପକ କରିଥିଲେ ଆବେଦନ। ଅନେକ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଏହି ଆଇନ ବିରୋଧରେ ଛାତ୍ର ଅସନ୍ତୋଷ ଦେଖାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking