33.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶକେନ୍ଦ୍ରମନ୍ତ୍ରୀ ନିରଞ୍ଜନ ଜ୍ୟୋତିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ

କେନ୍ଦ୍ରମନ୍ତ୍ରୀ ନିରଞ୍ଜନ ଜ୍ୟୋତିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ

ବେଙ୍ଗାଲୁରୁ: କର୍ଣ୍ଣାଟକର ବିଜୟପୁରା ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୁରୁବାର ରାତି ଏନ୍‌ଏଚ୍‌-୫୦ରେ ତାଙ୍କ କାର୍ ସହ ଏକ ଟ୍ରକ୍‌ର ଧକ୍କା ଲାଗିଥିଲା । ଏଥିରେ ମନ୍ତ୍ରୀ ଏବଂ ତାଙ୍କ ଡ୍ରାଇଭର୍‌ଙ୍କୁ ସାମାନ୍ୟ ଆଘାତ ଲାଗିଛି । ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି । ଟ୍ରକ୍ ଡାଇଭର୍ ନିଶାସକ୍ତ ଥିବା କୁହାଯାଉଥିବା ବେଳେ ପୁଲିସ ତାକୁ ଗିରଫ କରିଛି । ସାଧ୍ୱୀ ନିରଞ୍ଜନ ଜ୍ୟୋତି ବିଜେପି ମହିଳା ମୋର୍ଚ୍ଚାର ଏକ ସମ୍ମିଳନୀରେ ଯୋଗଦେବା ପାଇଁ ବିଜୟପୁରା ଆସିଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking