40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଆୟକର ରିଟର୍ଣ୍ଣ ଅବଧି ବୃଦ୍ଧି

ଆୟକର ରିଟର୍ଣ୍ଣ ଅବଧି ବୃଦ୍ଧି

ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ସରକାର ଇନ୍‌କମ୍ ଟ୍ୟାକ୍ସ ରିଟଣ୍ଣ ଫାଇଲିଂ ପାଇଁ ଅଧିକ ସମୟ ଦେଇଛନ୍ତି । ଇନ୍‌କମ୍ ଟ୍ୟାକ୍ସ ରିଟର୍ଣ୍ଣ ପାଇଁ ସମୟ ସୀମାକୁ ବୃଦ୍ଧି କରାଯାଇଛି । ପୁଣି ନଭେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ସମୟ ସୀମାକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଡେଡଲାଇନ୍ କୁ ଘୁଞ୍ଚାଇ ଦିଆଯାଇଛି ।

ବର୍ତ୍ତମାନ ଦେଶରେ ଚାଲିଥିବା ସ୍ଥିତିକୁ ନେଇ ଆଜି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇ ସମୟସୀମାକୁ ୩୦ ନଭେମ୍ବର ପର୍ଯ୍ୟନ୍ତ ବଢେଇ ଦେଇଛନ୍ତି । ଏନେଇ ଆୟକର ବିଭାଗ ତରଫରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking