31.1 C
Bhubaneswar
Friday, March 29, 2024
Homeଓଡିଶାଦାୟିତ୍ଵ ନେବେ ନୁଆ ଡିସିପି

ଦାୟିତ୍ଵ ନେବେ ନୁଆ ଡିସିପି

ଭୁବନେଶ୍ୱର: ଭୁବନେଶ୍ଵର ଡି ସି ପି ଭାବେ ଆଜି ଦାୟିତ୍ବ ନେବେ ଉମାଶଙ୍କର ଦାଶ । ମିଳିଥିବା ସୂଚନା ଅନୁଯାୟୀ,  ପୋଲିସ କମିସନର କାର୍ଯ୍ୟାଳୟରେ ଅନୁପ ସାହୁଙ୍କଠାରୁ ନେବେ ଦାୟିତ୍ବ । ତେବେ ୨୦୦୮ ବ୍ୟାଚ୍‌ର IPS ଅଫିସର ହେଇଛନ୍ତି ଉମାଶଙ୍କର ଦାଶ । ସେ ପୂର୍ବରୁ ରାଉରକେଲା ଓ ପୁରୀ SP ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି। ଅନୁପ ସାହୁଙ୍କ ଠାରୁ ସେ କାର୍ଯ୍ୟଭାର ଗ୍ରହଣ କରିବେ । ଅନ୍ୟପଟେ କଟକ ଡି ସି ପି ଭାବେ ପ୍ରତୀକ ସିଂ ମଧ୍ୟ ଅଖିଲେଶ୍ୱର ସିଂ ଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିବେ ।  ସରକାର ଭୁବନେଶ୍ଵର ଡି ସି ପି ଭାବରେ ଉମାଶଙ୍କର ଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking