37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶ୨ଟି ରୁଷ ଅସ୍ତ୍ରାଗାରକୁ ଉଡାଇଲା ୟୁକ୍ରେନ ସେନା

୨ଟି ରୁଷ ଅସ୍ତ୍ରାଗାରକୁ ଉଡାଇଲା ୟୁକ୍ରେନ ସେନା

କିଭ : ୨ଟି ରୁଷ ଅସ୍ତ୍ରାଗାରକୁ ଉଡାଇଲା ୟୁକ୍ରେନ ସେନା। ବିଦେଶୀ ଅସ୍ତ୍ରରେ ରୁଷକୁ କଡା ଜବାବ ଦେଉଛି ୟୁକ୍ରେନ। ୟୁକ୍ରେନର ଆଟାକରେ ୪୧ ରୁଷ ସୈନ୍ୟ ମୃତ। ଏହା ସହ ରୁଷର ୩ ହ୍ଵାଇଜରସ, ଡ୍ରୋନ ଓ ୭ଟି ଅସ୍ତ୍ରଶସ୍ତ୍ର ପରିବହନକାରୀ ଗାଡ଼ିକୁ ଧ୍ୱଂସ ହୋଇଛି। ଖେରସନର ବେରିସ୍ଲାଭ ଜିଲ୍ଲାରେ ୬ଟି ଏୟାରଷ୍ଟ୍ରାଇକ କରିଛି ୟୁକ୍ରେନ। ରୁଷ ସେନା ଓ ଅସ୍ତ୍ରଶସ୍ତ୍ରକୁ ଟାର୍ଗେଟ କରିଛି। ଏପଟେ ଖେରସନକୁ ପୁନଃଅକ୍ତିଆରକୁ ଆଣିବାକୁ ପ୍ରସ୍ତୁତ ୟୁକ୍ରେନ। ରୁଷିଆକୁ ଖେରସନ ଛାଡିବାର ସମୟ ଆସିଯାଇଛି ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking