30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଇରାନରେ ବିମାନ ଦୁର୍ଘଟଣା

ଇରାନରେ ବିମାନ ଦୁର୍ଘଟଣା

ଇରାନ : ଇରାନରେ ବିମାନ ଦୁର୍ଘଟଣା । ବିମାନରେ ୧୮୦ଜଣ ଯାତ୍ରୀ ଥିଲେ । ଯାନ୍ତ୍ରୀକ ତୃଟି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ତେହେରାନରେ ଯାତ୍ରୀବାହି ବିମାନ ବୋଇଂ ୭୩୭ ଦୁର୍ଘଟଣାଗ୍ରସ୍ତ । ଇମାମ୍ ଖୁମୈନୀ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ସମୟ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଉଦ୍ଧାର କାର୍ଯ୍ୟ  ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି।  ଦୁର୍ଘଟଣାଗ୍ରସ୍ତ ଯାତ୍ରୀବାହି ବିମାନଟି ବୋଇଂ ୭୩୭ ୟୁକ୍ରେନ୍ ଇଣ୍ଟରନ୍ୟାସ୍‌ନାଲ୍ ଏୟାରଲାଇନ୍ସର ବୋଲି ସୂଚନା ମିଳିଛି ।
https://onakhabar.com/2020/01/07/iran-declared-560-crores-tp-kill-trump-murder/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking