ସ୍ବାଭାବିକ ହେଉଛି ଭଦ୍ରକ ଓ ଧାମନଗର ସ୍ଥିତି, ଆକ୍ରମଣ ଘଟଣାରେ୨୭ ଜଣ ଗିରଫ

ଭଦ୍ରକ: ସୁଧୁରୁଛି ଭଦ୍ରକ ସ୍ଥିତି । ସକାଳ ୬ଟାରୁ ସଂଧ୍ଯା ୭ଟା ପର୍ଯ୍ୟନ୍ତ ଦୋକାନବଜାର ଖୋଲିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ସାରା ଜିଲ୍ଲାରେ ବଳବତ୍ତର ରହିଛି ଧାରା ୧୬୩ । ୨ ରୁ ଅଧିକ ଲୋକଙ୍କୁ ଏକାଠି ନହେବାକୁ ପରାମର୍ଶ ଦେଇଛି ପ୍ରଶାସନ। ସେହିପରି ପୋଲିସ ଉପରେ ଆକ୍ରମଣ ଘଟଣାରେ ଏଯାଏ ୨୭ ଜଣଙ୍କୁ ଗିରଫ କରାଯାଇଛି । କିନ୍ତୁ ଏବେବି ୧୬୩ ଧାରା ଜାରି ରହିଛି । ଇଣ୍ଟରନେଟ ସେବା ଆଉ ୪୮ ଘଣ୍ଟା … Continue reading ସ୍ବାଭାବିକ ହେଉଛି ଭଦ୍ରକ ଓ ଧାମନଗର ସ୍ଥିତି, ଆକ୍ରମଣ ଘଟଣାରେ୨୭ ଜଣ ଗିରଫ