36.1 C
Bhubaneswar
Friday, May 20, 2022
Homeଓଡିଶାଏକାଠି ଆସିଥିଲେ, ଏକାଠି ଚାଲିଗଲେ

ଏକାଠି ଆସିଥିଲେ, ଏକାଠି ଚାଲିଗଲେ

ଭୁବନେଶ୍ୱର: ପୋଖରୀରେ ଗାଧୋଇବା ବେଳେ ବୁଡି ୨ ଯାଆଁଳା ଭାଇଙ୍କ ମୃତ୍ୟୁ ଘଟିଛି । କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ଦଲିବନ୍ଧରେ ଗାଧୋଇବା ବେଳେ ବୁଡିଯାଇଥିଲେ । ମୃତକ ଦୁଇ ଭାଇ ମହାଲିଙ୍ଗର ରୋହିତ ସାହୁଙ୍କ ପୁଅ ଏବଂ ତାର ବୟସ ୬ ବର୍ଷ ବୋଲି ଜଣାପଡିଛି । ଫଳରେ ପରିବାରରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking